ପ୍ରାଣ
Appearance
ପ୍ରାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ର+ଅନ୍ ଧାତୁ=ବଞ୍ଚିବା+କରଣ. ଅ)
[ସମ୍ପାଦନା]- ୧. ହୃଦୟସ୍ଥ ପଞ୍ଚବାୟୁ ମଧ୍ୟରୁ ଏକତମ — ୧. One of the ୫ airs in the body.
[ ଦ୍ର—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ପଞ୍ଚବାୟୁ ନାମରେ ଖ୍ୟାତ ]
- ୨. ନିଃଶ୍ୱାସ —୨. Inhaled breath.
- ୩. ଜୀବନ; ଚୈତନ୍ୟ — ୩. Life. vitality; spirit.
- ୪. ପ୍ରାଣର ଅତ୍ୟାବଶ୍ୟକ ଅଙ୍ଗ — ୪. A vital organ.
- ୫. ବଳ; ଶକ୍ତି —୫. Strength; power.
- ୬. ସାର —୬. Essence; vital element.
- ୭. ବ୍ରହ୍ମା —୭. Brahmā
- ୮. ବାୟୁ —୮. Wind; air.
- ୯. ଦୀର୍ଘୋଚ୍ଚାରଣ —୯. Aspiration in the articulation of letters.
- ୧. ଆପଣାର ପ୍ରାଣ ପରି ସ୍ନେହପାତ୍ର — ୧୦. One's beloved object.
- ୧୧. ଶରୀରସ୍ଥ ୫ ପ୍ରକାର ପ୍ରାଣବାୟୁ; ପଞ୍ଚପ୍ରାଣ — ୧୧. The five vital airs of the system.
(ଯଥା—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ—ହିନ୍ଦୀ - ଶ)
- ୧୨. ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ଏହି ପଞ୍ଚ ମୁଖ୍ୟ ବାୟୁ ଓ ନାଗ, କୂର୍ମ, କୃକିଳ (ବା କୁକର), ଦେବଦତ୍ତ ଓ ଧନଞ୍ଜୟ ଶରୀରସ୍ଥ ଏହି ଦଶ ବାୟୁ (ହିନ୍ଦୀ - ଶବ୍ଦସାଗର) — ୧୨. The airs existing inside the human body.
- ୧୩. ଶ୍ୱାସ —୧୩. Breath; respiration.
- ୧୪. (ଜ୍ୟୋତିଷ) ଦଶଟା ଦୀର୍ଘ ମାତ୍ରା ଉଚ୍ଚାରିତ ହେବାର କାଳ (ହିନ୍ଦୀ - ଶ) —୧୪. (astronomy) The length of time occupied by the pronunciation of ୧୦ long vowels.
- ୧୫. (ଛାନ୍ଦୋଗ୍ୟ ବ୍ରାହ୍ମଣ) ପ୍ରାଣ, ବାକ୍, ଚକ୍ଷୁଃ, ଶ୍ରୋତ୍ର ଓ ମନଃ (ହିନ୍ଦୀ - ଶ) —୧୫ (chhāndogya) Life, speech eye, ear and mind taken together.
- ୧୬. ବିଷ୍ଣୁ —୧୬. Bishṇu.
- ୧୭. ଅଗ୍ନି (ହିନ୍ଦୀ - ଶ) —୧୭. Fire.
- ୧୮. 'ୟ'କାର ବର୍ଣ୍ଣ (ହିନ୍ଦୀ - ଶ) —୧୮. The letter 'ya'.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପୂରିତ (ପ୍ରକୃତିବାଦ) —Filled up.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆନ୍ତରିକତା —୧. Heartiness; sincerity.
- ୨. ତେଜଃ —୨. Vigour.
- ୩. ହୃଦୟ; ମନ —୩. Heart. mind.