ଢଳ ଢଳ
ଦେଖଣା
ଢଳ ଢଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲୋତକପୂର୍ଣ୍ଣ (ଆଖି) — ୧. Brimming with tears (eye); tearful.
ୟା ଶୁଣି ଦମୟନ୍ତୀ ନୃୟନକମଳ ଲୋତକ କମଳରେ ହୋଇ ଢଳଢଳ—କୃଷ୍ଣସିଂହ. ମହାଭାରତ ବନ
- ୨. ତରଳ ଓ ଚଞ୍ଚଳ; ଈଷତ୍ କମ୍ପିତ; ଅସ୍ଥିର; ଆନ୍ଦୋଳିତ ୨. Tremulous; shaking.
ପତଙ୍ଗ ଭବ ହ୍ରଦ ଜଳ, କମଳଦ ଲପର ଢଳଢଳ—ଭଞ୍ଜ ପ୍ରେମସୁଧାନିଧି
- ୩. ଟଳଟଳ; ଅଥୟ — ୩. Trembling; tottering.
- ୪. ଝକଝକ; ଚକଚକ; ସ୍ନିଗ୍ଧ — ୪. Glistening; glittering; sparkling; graceful.
ତା ମଧ୍ୟେ ଢଳଢଳ ତୁହି କମଳ—ମଧୁସୁଦନ ପଦ୍ମ