ଢଳ ଢଳ

ଉଇକିଅଭିଧାନ‌ରୁ

ଢଳ ଢଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଲୋତକପୂର୍ଣ୍ଣ (ଆଖି) — ୧. Brimming with tears (eye); tearful.

ୟା ଶୁଣି ଦମୟନ୍ତୀ ନୃୟନକମଳ ଲୋତକ କମଳରେ ହୋଇ ଢଳଢଳ—କୃଷ୍ଣସିଂହ. ମହାଭାରତ ବନ

୨. ତରଳ ଓ ଚଞ୍ଚଳ; ଈଷତ୍ କମ୍ପିତ; ଅସ୍ଥିର; ଆନ୍ଦୋଳିତ ୨. Tremulous; shaking.

ପତଙ୍ଗ ଭବ ହ୍ରଦ ଜଳ, କମଳଦ ଲପର ଢଳଢଳ—ଭଞ୍ଜ ପ୍ରେମସୁଧାନିଧି

୩. ଟଳଟଳ; ଅଥୟ — ୩. Trembling; tottering.
୪. ଝକଝକ; ଚକଚକ; ସ୍ନିଗ୍ଧ — ୪. Glistening; glittering; sparkling; graceful.

ତା ମଧ୍ୟେ ଢଳଢଳ ତୁହି କମଳ—ମଧୁସୁଦନ ପଦ୍ମ