ପାଣିହଳା
ଦେଖଣା
ପାଣିହଳା
ଉଚ୍ଚାରଣ
[ସମ୍ପାଦନା](ପାଣିହୁଳା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉଭୟଚର ବିଷାକ୍ତ ସର୍ପବିଶେଷ — A kind of poisonous amphibeous snake.
ପାଣି ହୁଳା ଧଣ୍ଡା ଚିତି ଆଦି ଏ ସାପ କହିଲେ ପଟ ଧରି କର୍ଣ୍ଣଙ୍କ ସମୀପ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ତେଲୁଣିପୋକ — Gally worm.
ପ୍ରାଦେଶିକ - (ଗଞ୍ଜାମ; ଜୟପୁର; ବିଶାଖାପଟଣା)
[ସମ୍ପାଦନା]ମାଟିବିରାଡ଼ି ସାପ —A kind of novenemous brown coloured snake.