ପାଣିହଳା
ପାଣିହଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ପାଣିହୁଳା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଉଭୟଚର ବିଷାକ୍ତ ସର୍ପବିଶେଷ — A kind of poisonous amphibeous snake.
ପାଣି ହୁଳା ଧଣ୍ଡା ଚିତି ଆଦି ଏ ସାପ କହିଲେ ପଟ ଧରି କର୍ଣ୍ଣଙ୍କ ସମୀପ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]
ତେଲୁଣିପୋକ — Gally worm.
ପ୍ରାଦେଶିକ - (ଗଞ୍ଜାମ; ଜୟପୁର; ବିଶାଖାପଟଣା)[ସମ୍ପାଦନା]
ମାଟିବିରାଡ଼ି ସାପ —A kind of novenemous brown coloured snake.