Jump to content

ବେଶି

ଉଇକିଅଭିଧାନ‌ରୁ

ବେଶି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବେଶ୍=ବେଶୀ; ଆଧିକ୍ୟ; ଅତିରେକ Excess; surplus; ତୁଳ ସଂସ୍କୃତ - ବିଶେଷ)

[ସମ୍ପାଦନା]
୧. ବହୁତ; ଅଧିକ — ୧. Great; large.
୨. ବିଶେଷ; ଅତ୍ୟନ୍ତ —୨. Much.
୩. ଅତ୍ୟଧିକ —୩. Too much.

କ୍ରି.ବିଶେଷଣ -

[ସମ୍ପାଦନା]

ଅତ୍ୟଧିକ ପରିମାଣରେ; ବିଶେଷ ପରିମାଣରେ — Too much.

ବିଣରବିଶେଷଣ -

[ସମ୍ପାଦନା]

ଅଧିକତର —More than.

(ଯଥା—ସେ ମୋଠାରୁ ବେଶି ଧନୀ= ଅଧିକତର ଧନୀ)