ବେଶି
ଦେଖଣା
ବେଶି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ବେଶ୍=ବେଶୀ; ଆଧିକ୍ୟ; ଅତିରେକ Excess; surplus; ତୁଳ ସଂସ୍କୃତ - ବିଶେଷ)
[ସମ୍ପାଦନା]- ୧. ବହୁତ; ଅଧିକ — ୧. Great; large.
- ୨. ବିଶେଷ; ଅତ୍ୟନ୍ତ —୨. Much.
- ୩. ଅତ୍ୟଧିକ —୩. Too much.
କ୍ରି.ବିଶେଷଣ -
[ସମ୍ପାଦନା]ଅତ୍ୟଧିକ ପରିମାଣରେ; ବିଶେଷ ପରିମାଣରେ — Too much.
ବିଣରବିଶେଷଣ -
[ସମ୍ପାଦନା]ଅଧିକତର —More than.
(ଯଥା—ସେ ମୋଠାରୁ ବେଶି ଧନୀ= ଅଧିକତର ଧନୀ)