Jump to content

ବେଶି

ଉଇକିଅଭିଧାନ‌ରୁ

ବେଶି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବେଶ୍=ବେଶୀ; ଆଧିକ୍ୟ; ଅତିରେକ Excess; surplus; ତୁଳ ସଂସ୍କୃତ - ବିଶେଷ)[ସମ୍ପାଦନା]

୧. ବହୁତ; ଅଧିକ — ୧. Great; large.
୨. ବିଶେଷ; ଅତ୍ୟନ୍ତ —୨. Much.
୩. ଅତ୍ୟଧିକ —୩. Too much.

କ୍ରି.ବିଶେଷଣ -[ସମ୍ପାଦନା]

ଅତ୍ୟଧିକ ପରିମାଣରେ; ବିଶେଷ ପରିମାଣରେ — Too much.

ବିଣରବିଶେଷଣ -[ସମ୍ପାଦନା]

ଅଧିକତର —More than.

(ଯଥା—ସେ ମୋଠାରୁ ବେଶି ଧନୀ= ଅଧିକତର ଧନୀ)