ପ୍ରମଥ
ଦେଖଣା
ପ୍ରମଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ପ୍ର+ମଥ୍ ଧାତୁ=ମନ୍ଥିବା+କର୍ତ୍ତୃ. ଅ)— ମହାଦେବଙ୍କ ପାରିଷଦଗଣ — ୧. The attendants of Mahādeba.
[ଦ୍ରଷ୍ଟବ୍ୟ —ଏମାନେ ୩୬: କୋଟି ସଂଖ୍ୟକ; ନୃତ୍ୟଗୀତାଦିବିଶାରଦ, ମାୟାବୀ ଓ ନାନା ରୂପଧାରୀ ଅଟନ୍ତି କାଳିକା ପୁରାଣ ମତରେ ଏମାନଙ୍କ ମଧ୍ୟରୁ କେତେକ ଭୋଗବିମୁଖ, ଯୋଗୀ ଓ ତ୍ୟାଗୀ ଅଟନ୍ତି, କେତେକ ଭୋଗପରାୟଣ ଓ କାମୁକ ଅଟନ୍ତି ଶିବଙ୍କ କ୍ରୀଡ଼ାରେ ଏମାନେ ସହାୟକ ଅଟନ୍ତି (ହିନ୍ଦୀ - ଶ.)]
- ୨. ଘୋଟକ; ଘୋଡ଼ା —୨. Horse.
- ୩. (ନାମ) ଧୃତରାଷ୍ଟ୍ରଙ୍କର ଏକ ପୁତ୍ର — ୩. Name of a son of Dhṛutarāshṭra.
- ୪. (+ ଭାବ. ଅ)—ପ୍ରମଥନ (ଦେଖ) - ୪. Pramathana (See)
- ୫. ରାମାୟଣୋକ୍ତ ରାକ୍ଷସବିଶେଷ —୫. Name of a demon described in the Rāmāyaṇa.
ବୈଶାଖ ଋକ୍ଷପତି ଦଧି ପ୍ର ଥ ପ୍ରମଥନ ବଶେ ରଙ୍ଗୀ ଭଞ୍ଜ. ବୈଦେହୀଶବିଳାସ