ପ୍ରମଥ

ଉଇକିଅଭିଧାନ‌ରୁ

ପ୍ରମଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ପ୍ର+ମଥ୍ ଧାତୁ=ମନ୍ଥିବା+କର୍ତ୍ତୃ. ଅ)— ମହାଦେବଙ୍କ ପାରିଷଦଗଣ — ୧. The attendants of Mahādeba.

[ଦ୍ରଷ୍ଟବ୍ୟ —ଏମାନେ ୩୬: କୋଟି ସଂଖ୍ୟକ; ନୃତ୍ୟଗୀତାଦିବିଶାରଦ, ମାୟାବୀ ଓ ନାନା ରୂପଧାରୀ ଅଟନ୍ତି କାଳିକା ପୁରାଣ ମତରେ ଏମାନଙ୍କ ମଧ୍ୟରୁ କେତେକ ଭୋଗବିମୁଖ, ଯୋଗୀ ଓ ତ୍ୟାଗୀ ଅଟନ୍ତି, କେତେକ ଭୋଗପରାୟଣ ଓ କାମୁକ ଅଟନ୍ତି ଶିବଙ୍କ କ୍ରୀଡ଼ାରେ ଏମାନେ ସହାୟକ ଅଟନ୍ତି (ହିନ୍ଦୀ - ଶ.)]

୨. ଘୋଟକ; ଘୋଡ଼ା —୨. Horse.
୩. (ନାମ) ଧୃତରାଷ୍ଟ୍ରଙ୍କର ଏକ ପୁତ୍ର — ୩. Name of a son of Dhṛutarāshṭra.
୪. (+ ଭାବ. ଅ)—ପ୍ରମଥନ (ଦେଖ) - ୪. Pramathana (See)
୫. ରାମାୟଣୋକ୍ତ ରାକ୍ଷସବିଶେଷ —୫. Name of a demon described in the Rāmāyaṇa.

ବୈଶାଖ ଋକ୍ଷପତି ଦଧି ପ୍ର ଥ ପ୍ରମଥନ ବଶେ ରଙ୍ଗୀ ଭଞ୍ଜ. ବୈଦେହୀଶବିଳାସ