ବେଳ
ଦେଖଣା
ବେଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବେଳ୍ ଧାତୁ=ଚଞ୍ଚଳ ହେବା+ଅ)
[ସମ୍ପାଦନା]ଉଦ୍ୟାନ — Garden.
ଦେଶଜ - ବିଶେଷ୍ୟ - (ଦ୍ରା. ବେଳ, ସଂସ୍କୃତ - ବେଳା; ତା. ବେଳୈ)
[ସମ୍ପାଦନା]- ୧. ବେଳା; ସମୟ —୧. Time.
- ୨. ଫୁରସେତ୍; ଅବସର —୨. Leisure.
- ୩. ରାତ୍ରିର ବା ଦିବସର ସମୟ — ୩. Time of day or night.
- ୪. ସୁଯୋଗ —୪. Opportunity.
- ୫. ସୁବିଧାଜନକ ସମୟ; ଉପଯୁକ୍ତ ସମୟ — ୫. Opportune time; proper time.
- ୬. ଥର; ବାର —୬. Time.
[ଉ—ଶ୍ରୀ ଜଗଦ୍ଦେବ ବୋଲେ, ତେବେ କଲୁ ବିଶେଷ୍ୟ - ହେଲେ ବେଳେ, ଧରି କୋଳେ ତାଙ୍କୁ ସୁସାରେ କବିସୂର୍ଯ୍ୟ. ସଙ୍ଗୀତ]
- ୭. ଜୀବନର ସମୟ —୭. Time of one's life.
- ୮. ଦିବାକାଳ; ଦିବାଭାଗ —୮. Day-time.
- ୯. ଦିବସର ପୂର୍ବାର୍ଦ୍ଧକାଳ; ପୂର୍ବାହ୍ନ ବା ଅପରାହ୍ନ କାଳ; ଓଳି —୯. half of the day time; forenoon or afternoon.
- ୧. ଘଟନା ଘଟିବାର ସମୟ —୧୦. The time of an occurrence.
- ୧୧. ବିଷୟ —୧୧. Conceru; matter; case.
(ଯଥା—ତୁମ ବେଳକୁ ଭିନ୍ନ ଭିନ୍ନ ନିଶାପ, ମୋ ବେଳକୁ ଭିନ୍ନ ନିଶାପ) ===
- ୧୨. ପାଳି —୧୨. Turn.