Jump to content

ବେଳ

ଉଇକିଅଭିଧାନ‌ରୁ

ବେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେଳ୍ ଧାତୁ=ଚଞ୍ଚଳ ହେବା+ଅ)[ସମ୍ପାଦନା]

ଉଦ୍ୟାନ — Garden.

ଦେଶଜ - ବିଶେଷ୍ୟ - (ଦ୍ରା. ବେଳ, ସଂସ୍କୃତ - ବେଳା; ତା. ବେଳୈ)[ସମ୍ପାଦନା]

୧. ବେଳା; ସମୟ —୧. Time.
୨. ଫୁରସେତ୍; ଅବସର —୨. Leisure.
୩. ରାତ୍ରିର ବା ଦିବସର ସମୟ — ୩. Time of day or night.
୪. ସୁଯୋଗ —୪. Opportunity.
୫. ସୁବିଧାଜନକ ସମୟ; ଉପଯୁକ୍ତ ସମୟ — ୫. Opportune time; proper time.
୬. ଥର; ବାର —୬. Time.

[ଉ—ଶ୍ରୀ ଜଗଦ୍ଦେବ ବୋଲେ, ତେବେ କଲୁ ବିଶେଷ୍ୟ - ହେଲେ ବେଳେ, ଧରି କୋଳେ ତାଙ୍କୁ ସୁସାରେ କବିସୂର୍ଯ୍ୟ. ସଙ୍ଗୀତ]

୭. ଜୀବନର ସମୟ —୭. Time of one's life.
୮. ଦିବାକାଳ; ଦିବାଭାଗ —୮. Day-time.
୯. ଦିବସର ପୂର୍ବାର୍ଦ୍ଧକାଳ; ପୂର୍ବାହ୍ନ ବା ଅପରାହ୍ନ କାଳ; ଓଳି —୯. half of the day time; forenoon or afternoon.
୧. ଘଟନା ଘଟିବାର ସମୟ —୧୦. The time of an occurrence.
୧୧. ବିଷୟ —୧୧. Conceru; matter; case.

(ଯଥା—ତୁମ ବେଳକୁ ଭିନ୍ନ ଭିନ୍ନ ନିଶାପ, ମୋ ବେଳକୁ ଭିନ୍ନ ନିଶାପ) ===

୧୨. ପାଳି —୧୨. Turn.