ଚିକ୍କଣା
ଚିକ୍କଣା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଚିକ୍କିଣା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚିକ୍କଣ+ସ୍ତ୍ରୀ. ଆ)[ସମ୍ପାଦନା]
- ୧. ଯେଉଁ ଗାଭୀର ଗାତ୍ରଚର୍ମ ମସୃଣ ଏବଂ ଉଜ୍ଜଳ —୧. A cow with a smooth and shining skin.
- ୨. ଉତ୍କୃଷ୍ଟ ଗାଭୀ —୨. An excellent cow (M.W.)
- ୩. ଗୁଆ —୩. Betel nut (M.W.)
ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]
ଚିକଣ (ଦେଖ) - — Chikaṇa (See)