ଝୁଲିବା
ଝୁଲିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ସଂସ୍କୃତ - ଦୁଳ ଧାତୁ)[ସମ୍ପାଦନା]
- ୧. ତଳକୁ ଲମ୍ୱି ଦୋହଲିବା — ୧. To swing down.
- ୨. ଲଟକିବା — ୨. To be suspended.
ତାଙ୍କରି ଦାୟାଦ ହୋଇ କିହେ ବୀରେ ଝୁଲୁଥିବ କାହା ପଣତ କାନିରେ ରାଧାନାଥ. ଦରବାର
- ୩. ଓହୋଳିପଡ଼ିବା —୩. To dangle loosely.
- ୪. ଫାସି ଲଟକାଇ ହେବା; ଫାସି ଘେନିବା — ୪. To hang oneself.
- ୫. ଢଳିବା; ଇତସ୍ତତଃ ଦୋଳାୟମାନ ହେବା — ୫. To oscillate; to rock to and fro; to swing.
ଝୁଲି ଝୁଲି ଚାଲେ ମୋଦେ ମଦେ—କବିସୂର୍ଯ୍ୟ. କବିତା
[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]