Jump to content

ଝୁଲିବା

ଉଇକିଅଭିଧାନ‌ରୁ

ଝୁଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦୁଳ ଧାତୁ)[ସମ୍ପାଦନା]

୧. ତଳକୁ ଲମ୍ୱି ଦୋହଲିବା — ୧. To swing down.
୨. ଲଟକିବା — ୨. To be suspended.

ତାଙ୍କରି ଦାୟାଦ ହୋଇ କିହେ ବୀରେ ଝୁଲୁଥିବ କାହା ପଣତ କାନିରେ ରାଧାନାଥ. ଦରବାର

୩. ଓହୋଳିପଡ଼ିବା —୩. To dangle loosely.
୪. ଫାସି ଲଟକାଇ ହେବା; ଫାସି ଘେନିବା — ୪. To hang oneself.
୫. ଢଳିବା; ଇତସ୍ତତଃ ଦୋଳାୟମାନ ହେବା — ୫. To oscillate; to rock to and fro; to swing.

ଝୁଲି ଝୁଲି ଚାଲେ ମୋଦେ ମଦେ—କବିସୂର୍ଯ୍ୟ. କବିତା

[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]