ଚତୁର୍ଭୁଜ
ଚତୁର୍ଭୁଜ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)[ସମ୍ପାଦନା]
- ୧. ବିଷ୍ଣୁ — ୧. Bishṇu (having ୪ hands)
- ୨. ଯେଉଁ କ୍ଷେତ୍ର ୪ଟି ରେଖାଦ୍ୱାରା ଆବଦ୍ଧ — ୨. A quadrilateral figure.
ସଂସ୍କୃତ - ବିଶେଷଣ -[ସମ୍ପାଦନା]
- ୧. ଚାରିହାତବିଶିଷ୍ଟ — ୧. Four-armed; four-handed.
- ୨. ଚାରିରେଖାବିଶିଷ୍ଟ — ୨. Quadrilateral; four-sided.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]
ଲୋକଙ୍କ ନାମ — Name given to males.