ଚତୁର୍ଭୁଜ
ଦେଖଣା
ଚତୁର୍ଭୁଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)
[ସମ୍ପାଦନା]- ୧. ବିଷ୍ଣୁ — ୧. Bishṇu (having ୪ hands)
- ୨. ଯେଉଁ କ୍ଷେତ୍ର ୪ଟି ରେଖାଦ୍ୱାରା ଆବଦ୍ଧ — ୨. A quadrilateral figure.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଚାରିହାତବିଶିଷ୍ଟ — ୧. Four-armed; four-handed.
- ୨. ଚାରିରେଖାବିଶିଷ୍ଟ — ୨. Quadrilateral; four-sided.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — Name given to males.