ମିଞ୍ଜା
ଦେଖଣା
ମିଞ୍ଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ମିଆଁ (ୟାଁ)ଣୀ—ସ୍ତ୍ରୀ]
ବୈଦେଶିକ - ବିଶେଷ୍ୟ - ପୁଲିଙ୍ଗ - (ଫା)
[ସମ୍ପାଦନା]- ୧. ମୁସଲମାନ୍ମାନଙ୍କର ସମ୍ମାନାର୍ଥକ ଉପାଧି ବିଶେଷ —୧. A title of respect applied to Mahomedans.
- ୨. ମୁସଲମାନ୍ ବାଦସାହାଙ୍କ ଦରବାରରେ ମର୍ଯ୍ୟାଦାନ୍ୱିତ ବ୍ୟକ୍ତିଙ୍କ ଉପାଧି —୨. A title of honoured persons in the courts of Mahomedan emperors.
- ୩. ମୁସଲମାନ୍ —୩. Mahomedan.
ମିଞ୍ଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସାମଞ୍ଜସ୍ୟ)
[ସମ୍ପାଦନା]ଦୁଇ ବସ୍ତୁ ମଧ୍ୟରେ ମେଳ — Coineidence between two things; tallying.
ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ)ବିଶେଷଣ -
[ସମ୍ପାଦନା]ମିଟିମିଟିଆ (ଆଲୁଅ) —Flickering light.