ମିଞ୍ଜା

ଉଇକିଅଭିଧାନ‌ରୁ

ମିଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ମିଆଁ (ୟାଁ)ଣୀ—ସ୍ତ୍ରୀ] 

ବୈଦେଶିକ - ବିଶେଷ୍ୟ - ପୁଲିଙ୍ଗ - (ଫା)[ସମ୍ପାଦନା]

୧. ମୁସଲମାନ୍ମାନଙ୍କର ସମ୍ମାନାର୍ଥକ ଉପାଧି ବିଶେଷ —୧. A title of respect applied to Mahomedans.
୨. ମୁସଲମାନ୍ ବାଦସାହାଙ୍କ ଦରବାରରେ ମର୍ଯ୍ୟାଦାନ୍ୱିତ ବ୍ୟକ୍ତିଙ୍କ ଉପାଧି —୨. A title of honoured persons in the courts of Mahomedan emperors.
୩. ମୁସଲମାନ୍ —୩. Mahomedan.



ମିଞ୍ଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସାମଞ୍ଜସ୍ୟ)[ସମ୍ପାଦନା]

ଦୁଇ ବସ୍ତୁ ମଧ୍ୟରେ ମେଳ — Coineidence between two things; tallying.

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ମିଟିମିଟିଆ (ଆଲୁଅ) —Flickering light.