ଅଗଣ୍ୟ

ଉଇକିଅଭିଧାନ‌ରୁ
(file)

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଅସଂଖ୍ୟ; ଗଣନାତୀତ; ସଂଖ୍ୟାତୀତ
  • ନଗଣ୍ୟ; ତୁଚ୍ଛ
  • ସାମାନ୍ୟ; ଇତର
  • ହେୟ
  • ଅଗ୍ରାହ୍ୟ