ଅନବଦ୍ୟ

ଉଇକିଅଭିଧାନ‌ରୁ
(file)

ବିଶେଷଣ(ସଂସ୍କୃତ )(ନ +ଅବଦ୍ୟ ) [୧][ସମ୍ପାଦନା]

  • ନିର୍ଦ୍ଦୋଷ
  • ଯାହା ସମ୍ଵନ୍ଧେ ଆପତ୍ତିକରାଯାଇ ନ ପାରେ
  • ଅନିନ୍ଦ୍ୟ (Irreproachable )

[ ଅନବଦ୍ୟତା ,ଅନବଦ୍ୟତ୍ଵ -ବିଶେଷ୍ୟ ]

ଆଧର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା -୨୮୮