ଅନିଳ

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

Aniḻa

(file)
  • (file)

ସଂସ୍କୃତ[ସମ୍ପାଦନା]

ବିଶେଷ୍ୟ- (ଅନ ଧାତୁ- ବଞ୍ଚିବା ବା ନିଃଶ୍ୱାସ ମାରିବା + କରଣ. ଅଳ; ଯାହାଦ୍ୱାରା ପ୍ରାଣୀ ବଞ୍ଚନ୍ତି)

୧. ବାୟୁ, ପବନ