ଅନୁଷ୍ଠାନ

ଉଇକିଅଭିଧାନ‌ରୁ
(file)

ବିଶେଷ୍ୟ [୧][ସମ୍ପାଦନା]

  • ସଂସ୍କୃତ, ଅନୁ+ସ୍ଥା ଧାତୁ+ ଭାବ. ଅନ
    • ଆରମ୍ଭ; ପ୍ରଥମ ଉଦ୍ୟମ ( Beginning; first effort; preparation )
    • ନିର୍ବାହ; ସମ୍ପାଦନ ( Under taking )
    • ବିଶିଷ୍ଟ କାର୍ଯ୍ୟ ( An establishment; institution )

ବିଶେଷ୍ୟ ( ଦେଶଜ )[ସମ୍ପାଦନା]

  • ଦେବାରାଧନାଦି କାର୍ଯ୍ୟ ( Religious rites )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୩୩୮