ଅବଜ୍ଞାକରିବା
Appearance
ଧ୍ୱନି | (file) |
- ଅବମାନନାକରିବା ( To insult )
- ଅନାଦରକରିବା ( To disesteem )
- ବେଖାତିରକରିବା ( To disregard )
- ତାଛଲ୍ୟକରିବା (To condemn ,to despise )
- ତିରସ୍କାରକରିବା ( To reproach )
- ଆଜ୍ଞାଲଙ୍ଘନକରିବା (To disobey )
- ଘୃଣାଯୁକ୍ତବ୍ୟବହାରକରିବା ( To treat with contempt;to look down upon )
- (ଜଣକ ବିଷୟରେ) ନୀଚଭାବପୋଷଣକରିବା ( To have a low opinion of )
- (ଜଣକୁ) ବଳିପକାଇବା ( To excel )
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୪୨୩