Jump to content

ଅବ୍ୟର୍ଥ

ଉଇକିଅଭିଧାନ‌ରୁ

ସଂସ୍କୃତ .ବିଶେଷଣ (ଅ +ବ୍ୟର୍ଥ ) []

[ସମ୍ପାଦନା]
  • ଅମୋଘ-ଯାହା କଦାପି ନିଷ୍ଫଳ ହୁଏନାହିଁ
  • ସଫଳ;ଫଳପ୍ରଦ
  • ଲାଭଦାୟକ
  • ଯାହା ବେଦରକାରୀ ନୁହେଁ
  1. ପୂର୍ଣ୍ଣଚନ୍ଦ୍ରଭାଷକୋଷ ,ପୃଷ୍ଠା -୪୮୨