Jump to content

ଅମୋଘ

ଉଇକିଅଭିଧାନ‌ରୁ

( ସଂସ୍କୃତ,ବିଶେଷଣ ) ( ଅ-ମେଘ ) []

[ସମ୍ପାଦନା]
  • ଅବ୍ୟର୍ଥ
  • ଫଳପ୍ରଦ
  • ଯାହା ଲକ୍ଷ୍ୟକୁ ନିଶ୍ଚୟ ଭେଦ କରିବ
  • ଯାହା କେବେହିଁ ବିଫଳ ବା ବୃଥା ହେବ ନାହିଁ
  • ଯାହା ଅଭୀଷ୍ଟଫଳ ପ୍ରଦାନ କରେ
  • ପରମେଶ୍ଵର,ଶିବ,ବିଷ୍ଣୁଙ୍କର ନାମ
  1. ଅଜନ୍ତାଓଡ଼ିଆ ଅଭିଧାନ ,ପୃଷ୍ଠା -୧୧୯