ଅମୋଘ

ଉଇକିଅଭିଧାନ‌ରୁ

( ସଂସ୍କୃତ,ବିଶେଷଣ ) ( ଅ-ମେଘ ) [୧][ସମ୍ପାଦନା]

  • ଅବ୍ୟର୍ଥ
  • ଫଳପ୍ରଦ
  • ଯାହା ଲକ୍ଷ୍ୟକୁ ନିଶ୍ଚୟ ଭେଦ କରିବ
  • ଯାହା କେବେହିଁ ବିଫଳ ବା ବୃଥା ହେବ ନାହିଁ
  • ଯାହା ଅଭୀଷ୍ଟଫଳ ପ୍ରଦାନ କରେ

ସଂସ୍କୃତ ,ବିଶେଷ୍ୟ[ସମ୍ପାଦନା]

  • ପରମେଶ୍ଵର,ଶିବ,ବିଷ୍ଣୁଙ୍କର ନାମ

ଆଧାର[ସମ୍ପାଦନା]

  1. ଅଜନ୍ତାଓଡ଼ିଆ ଅଭିଧାନ ,ପୃଷ୍ଠା -୧୧୯