ଅଳକା

ଉଇକିଅଭିଧାନ‌ରୁ
  1. ଚୂର୍ଣ୍ଣକୁନ୍ତଳ
  2. କୁବେରପୁରୀ
  3. ଆଠ ଦଶ ବର୍ଷବୟସ୍କା ବାଳିକା
  4. ସ୍ତ୍ରୀମାନେ କପାଳ ଉପରେ ପିନ୍ଧୁଥିବା ଅଳଙ୍କାର ବିଶେଷ

ଶବ୍ଦ ବିନ୍ୟାସ[ସମ୍ପାଦନା]

ସଂ. ବି. ସ୍ତ୍ରୀ (ଅଳକ+ଆ)

ଅଧିକ ଦେଖନ୍ତୁ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]