ଅଳସ ନାୟିକା

ଉଇକିଅଭିଧାନ‌ରୁ

ବିଶେଷ୍ୟ(ସଂସ୍କୃତ)[୧][ସମ୍ପାଦନା]

  • ଶିଳ୍ପଶାସ୍ତ୍ର
    • ମନ୍ଦିରର କାନ୍ଥ ଓ ଖୁଣ୍ଟରେ ଚିତ୍ରିତ ବିବୃତ ଯୌବନା ଓ ଅଳସ ଭାଙ୍ଗୁଥିବା ଭଙ୍ଗୀଯୁକ୍ତ ମୂର୍ତ୍ତି

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୯୫