ଆତୁର

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • କାତର
  • ରୋଗୀ; ପୀଡିତ; ବ୍ୟାଧିଗ୍ରସ୍ତ
  • ଅଧିର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କାତରତା
  • ଅଧୀରତା