ଆପତ୍ତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିପତ୍ତି; ବିପଦ; ବ୍ୟସନ
  • ପ୍ରାପ୍ତି
  • ତର୍କ; ବିପରୀତଯୁକ୍ତି ପ୍ରଦର୍ଶନ; ବାଦାନୁବାଦ
  • ଦୋଷ
  • ବାଧା ଦେବା; ବାଧାଦାନ
  • ତିରସ୍କାର; ଭର୍ତ୍ସନା
  • ଅସମ୍ମତି
  • ଗୁହାରି