Jump to content

ଉଇକିଅଭିଧାନ:ପରିଚାଳକ ହେବା ପାଇଁ ଅନୁରୋଧ

ଉଇକିଅଭିଧାନ‌ରୁ

ପରିଚାଳକ ହେବାପାଇଁ ଅନୁରୋଧ (RfA) ଗୋଟିଏ ବ୍ୟବସ୍ଥା ଯେଉଁଥିରେ ଉଇକିଅଭିଧାନ ସଙ୍ଘ କିଏ ପରିଚାଳକ (ସେମାନଙ୍କୁ admins ବା sysops ବି କୁହାଯାଏ) ହେବ ସେକଥା ସ୍ଥିର କରେ, ପରିଚାଳକମାନଙ୍କୁ ସାଧାରଣ ବ୍ୟବହାରକାରୀଙ୍କଠାରୁ କିଛି ଅଧିକ ବୈଷୟିକ ସୁବିଧା ଦିଆଯାଇଥାଏ ଯାହାକି ଉଇକିପିଡ଼ିଆକୁ ସମ୍ଭାଳିବାରେ ସାହାଯ୍ୟ କରେ । ଜଣେ ବ୍ୟବହାରକାରୀ ନିଜେ ପରିଚାଳକ ହେବା ପାଇଁ ନିଜର ଅନୁରୋଧ କରିପାରିବେ (ନିଜେ ପରିଚାଳକ ପାଇଁ ଆବେଦନ କରିବା), ନହେଲେ ବାକି ବ୍ୟବହାରକାରୀଙ୍କ ଦେଇ ବଛା ହୋଇଥାନ୍ତି । ଦୟାକରି ପରିଚାଳକଙ୍କ ପଢ଼ିବା ତାଲିକା, କେମିତି କାମ କରିବେ-ସାହାଯ୍ୟ ଆଉ ପରିଚାଳକ ପାଇଁ ଅନୁରୋଧ-ସାହାଯ୍ୟ ଆଦି ପରିଚାଳକ ପାଇଁ ଅନୁରୋଧ କରିବା ଆଗରୁ ନିହାତି ଜାଣନ୍ତୁ ।

Odisha1

I want temporary sysops rights to add some MeditaWiki files Odisha1 ୧୬:୫୧, ୨୯ ସେପ୍ଟେଟେମ୍ବର ୨୦୧୧ (UTC)

ସହଯୋଗ ସହଯୋଗ

  1. ସୁଭାସିସ ପାଣିଗାହି ୧୭:୩୫, ୨୯ ସେପ୍ଟେଟେମ୍ବର ୨୦୧୧ (UTC)
  2. It's actually MediaWiki, not MeditaWiki. Still, support. Ebe123 ୧୩:୧୭, ୧ ଅକ୍ଟୋବର ୨୦୧୧ (UTC)Wureply
yes, sorry for MeditaWiki, there was a typing mistake.. --Srikant Kedia ୧୧:୦୩, ୩ ଅକ୍ଟୋବର ୨୦୧୧ (UTC)reply
  1. ansuman ୧୨:୪୦, ୫ ଅକ୍ଟୋବର ୨୦୧୧ (UTC)reply

ବିରୋଧ ବିରୋଧ

    ନିରପେକ୍ଷ ନିରପେକ୍ଷ

      Done Expires on 6 January 2012. Ebe123 ୧୭:୫୪, ୮ ଅକ୍ଟୋବର ୨୦୧୧ (UTC)reply

      Psubhashish

      Psubhashish

      ମୁଁ, ସୁଭାସିସ ପାଣିଗାହି ଓଡ଼ିଆ ଉଇକିଅଭିଧାନରେ ଚିରନ୍ତନ ପରିଛାପଣ ନିମନ୍ତେ ଏଠାରେ ଆବେଦନ କରୁଅଛି ।

      ସହଯୋଗ ସହଯୋଗ

      1. Strong Support: as he is already a sysop in or.wikipedia --Srikant Kedia ୧୯:୦୯, ୨୯ ସେପ୍ଟେଟେମ୍ବର ୨୦୧୧ (UTC)
      2. --Vugar 1981 ୦୫:୨୬, ୨୩ ଜାନୁଆରୀ ୨୦୧୨ (UTC)reply
      3. ମୋର ସମର୍ଥନ: ମୃତ୍ୟୁଞ୍ଜୟ କର ୦୯:୩୭, ୨୮ ଜାନୁଆରୀ ୨୦୧୨ (UTC)reply
      4. --Katarighe ୧୯:୪୫, ୭ ଫେବୁଆରି ୨୦୧୨ (UTC)

      ବିରୋଧ ବିରୋଧ

        ନିରପେକ୍ଷ ନିରପେକ୍ଷ

          Ebe123

          I would like sysop access for deleting the pages at Candidates for speedy deletion and the maintenance of this wiki. Ebe123 ୧୩:୧୫, ୧ ଅକ୍ଟୋବର ୨୦୧୧ (UTC)reply

          ସହଯୋଗ ସହଯୋଗ

          1. --Vugar 1981 ୦୫:୨୭, ୨୩ ଜାନୁଆରୀ ୨୦୧୨ (UTC)reply
          2. --Katarighe ୧୯:୪୫, ୭ ଫେବୁଆରି ୨୦୧୨ (UTC)

          ବିରୋଧ ବିରୋଧ

            ନିରପେକ୍ଷ ନିରପେକ୍ଷ

              Odisha1

              ମୁ ଶ୍ରୀକାନ୍ତ କେଡ଼ିଆ, ଆଉ ଥରେ ପରିଛାପଣ ଅଧିକାର ପାଇ ଆବେଦନ କରୁଅଛି । --Srikant Kedia ୦୮:୧୪, ୨୫ ଜାନୁଆରୀ ୨୦୧୨ (UTC)reply

              ସହଯୋଗ ସହଯୋଗ

              1. --Vugar 1981 ୧୦:୪୨, ୨୬ ଜାନୁଆରୀ ୨୦୧୨ (UTC)reply
              2. ମୋର ସମର୍ଥନ: ମୃତ୍ୟୁଞ୍ଜୟ କର ୦୯:୪୦, ୨୮ ଜାନୁଆରୀ ୨୦୧୨ (UTC)reply
              3. ମୋର ସମର୍ଥନ ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୨:୦୨, ୩୧ ଜୁଲାଇ ୨୦୧୨ (UTC)reply

              ବିରୋଧ ବିରୋଧ

                ନିରପେକ୍ଷ ନିରପେକ୍ଷ

                  ମୁ ଶ୍ରୀକାନ୍ତ କେଡ଼ିଆ, ଆଉ ଥରେ ପରିଛାପଣ ଅଧିକାର ପାଇ ଆବେଦନ କରୁଅଛି । --Srikant Kedia ୦୬:୧୦, ୨୯ ଜୁଲାଇ ୨୦୧୨ (UTC)reply

                  ସହଯୋଗ ସହଯୋଗ

                    ବିରୋଧ ବିରୋଧ

                      ନିରପେକ୍ଷ ନିରପେକ୍ଷ

                        Ansumang

                        ମୁଁ ଏହି ଇଉକିର ରକ୍ଷଣ ବେକ୍ଷଣ କରିବା ପାଇଁ ପରିଚାଳକ ହେବା ପାଇଁ ଆବେଦନ କରୁଅଛି। ଆଉକେହି ଯଦି ଇଛୁକ ଅଛନ୍ତି, ଦୟାକରି ଆବେଦନ କରନ୍ତୁ, ମୁଁ ବେଶୀ ସମୟ ଦେଇ ପାରିବିନି । (I am requesting sysop access for the maintenance of this wiki.) -- Ansuman (ମୋ ଆଲୋଚନା) ୧୧:୩୨, ୪ ମାର୍ଚ୍ଚ ୨୦୧୩ (UTC)reply

                        ସହଯୋଗ ସହଯୋଗ

                        1. --Srikant Kedia ୧୧:୪୧, ୪ ମାର୍ଚ୍ଚ ୨୦୧୩ (UTC)reply
                        2. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୪୨, ୪ ମାର୍ଚ୍ଚ ୨୦୧୩ (UTC)reply
                        3. --Aditya Mahar (ମୋ ଆଲୋଚନା) ୧୧:୪୩, ୪ ମାର୍ଚ୍ଚ ୨୦୧୩ (UTC)reply
                        4. Jnanaranjan sahu (ମୋ ଆଲୋଚନା) ୧୩:୪୧, ୪ ମାର୍ଚ୍ଚ ୨୦୧୩ (UTC)reply

                        ବିରୋଧ ବିରୋଧ

                          ନିରପେକ୍ଷ ନିରପେକ୍ଷ

                            Granted for 6 months to expire on 2013-09-13. Thanks for the support. ୧୯:୫୯, ୧୩ ମାର୍ଚ୍ଚ ୨୦୧୩ (UTC)

                            ପରିଚାଳକ ପାଇଁ ଆବେଦନ

                            ବର୍ତ୍ତମାନ ଓଡ଼ିଆ ଉଇକି-ଅଭିଧାନର ରକ୍ଷଣା ବେକ୍ଷଣ ପାଇଁ କେହି ନଥିବାରୁ, ପରିଚାଳକ ହେବା ପାଇଁ ଆବେଦନ କରୁଛି । ଏହା ଦ୍ଵାରା ବଟ୍ ଦ୍ଵାରା ହେଇଥିବା ଭୁଲ ଲେଖା ଗୁଡ଼ିକୁ ଡ଼ିଲିଟ କରିବା ସହ ପ୍ରଧାନ-ପୃଷ୍ଠା ରକ୍ଷଣା ବେକ୍ଷଣ କରାଯାଇପାରିବ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୩୭, ୨୨ ନଭେମ୍ବର ୨୦୧୪ (UTC)reply

                            ସମର୍ଥନସମର୍ଥନ

                            1. --Aditya Mahar (ମୋ ଆଲୋଚନା) ୦୧:୩୪, ୨୩ ନଭେମ୍ବର ୨୦୧୪ (UTC)reply
                            2. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୧୩, ୨୩ ନଭେମ୍ବର ୨୦୧୪ (UTC)reply
                            3. --Jnanaranjan sahu (ମୋ ଆଲୋଚନା) ୦୩:୨୫, ୨୩ ନଭେମ୍ବର ୨୦୧୪ (UTC)reply
                            4. -ଅଂଶୁମାନ (ମୋ ଆଲୋଚନା) ୧୬:୫୨, ୨୩ ନଭେମ୍ବର ୨୦୧୪ (UTC)reply
                            5. --Srikant Kedia ୧୯:୩୯, ୩ ଡିସେମ୍ବର ୨୦୧୪ (UTC)reply

                            ବରଷିକିଆ ପରିଚାଳକ ହେବାପାଇଁ ଆବେଦନ

                            ଆଦରର ଉଇକିଆଳି ଗଣ,

                            ଏହା ଭିତରେ ତିନିମାସ ବିତିଯାଇଥିବାରୁ, ସାମୟିକ ଭାବେ ମିଳିଥିବା ମୋ ପରିଚାଳକ କ୍ଷମତାର ଅବଧି ସରିଯାଇଛି । ଟିକିଏ ଲମ୍ବା ସମୟ ପାଇଁ ପରିଚାଳକ ହେଇ ଉଇକିଆଭିଧାନର ରକ୍ଷଣା ବେକ୍ଷଣ କରିବା ପାଇଁ ଚାହୁଁଛି । ସମସ୍ତଙ୍କୁ ନିଜ ମତାମତ ଦେବାକୁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୪୫, ୨୫ ମାର୍ଚ୍ଚ ୨୦୧୫ (UTC)reply

                            ସମର୍ଥନ ସମର୍ଥନ

                            1. ମୋର ପୂରା ସମର୍ଥନ, ବରଷକେ କାହିଁ ସବୁଦିନ ପାଇଁ ହେଲେ ବି ସମର୍ଥନ। ତମେ ଏଥିରେ ସକ୍ରିୟ ରହି ଏତେ କାମ କରୁଛ ସେ କଣ କମ କଥା? --ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୦:୨୦, ୨୬ ମାର୍ଚ୍ଚ ୨୦୧୫ (UTC)reply
                            2. ସମର୍ଥନ ମାଡିଚାଲ । ଯଦି କିଛି ସାହାଯ୍ୟ କରିପାରିବି ତ କହିବ ।--Jnanaranjan sahu (ମୋ ଆଲୋଚନା) ୧୭:୨୭, ୨୬ ମାର୍ଚ୍ଚ ୨୦୧୫ (UTC)reply
                            3. ସମର୍ଥନ ତୁ ଥିଲେ ଡର କାହାକୁ? :P ଚାଲୁ ଗାଡ଼ି ବାଦାମବାଡ଼ି।--ଦୀପ୍ତିମାନ ପାଣିଗ୍ରାହୀ (ମୋ ଆଲୋଚନା) ୦୯:୫୪, ୨୮ ମାର୍ଚ୍ଚ ୨୦୧୫ (UTC)reply
                            4. ସମର୍ଥନ ପୂରା ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୧୭, ୨୯ ମାର୍ଚ୍ଚ ୨୦୧୫ (UTC)reply

                            ଭିନ୍ନମତ

                            Done

                            Temporary access granted for 6 months. Ajraddatz (ମୋ ଆଲୋଚନା) ୦୩:୫୨, ୭ ଅପ୍ରେଲ ୨୦୧୫ (UTC)reply

                            ଶିତିକଣ୍ଠ ଦାଶ

                            ଶିତିକଣ୍ଠ ଦାଶ

                            ଆଦରର ଉଇକିଆଳି ଗଣ,

                            ଏହା ଭିତରେ ଛ'ମାସ ବିତିଯାଇଥିବାରୁ, ସାମୟିକ ଭାବେ ମିଳିଥିବା ମୋ ପରିଚାଳକ କ୍ଷମତାର ଅବଧି ସରିଯାଇଛି । ଅଧିକ ସମୟ ପାଇଁ ପରିଚାଳକ ହେଇ ଉଇକିଆଭିଧାନର ରକ୍ଷଣା ବେକ୍ଷଣ କରିବା ପାଇଁ ଚାହୁଁଛି । ସମସ୍ତଙ୍କୁ ନିଜ ମତାମତ ଦେବାକୁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୯:୫୨, ୭ ଅକ୍ଟୋବର ୨୦୧୫ (UTC)reply

                            ସମର୍ଥନ ସମର୍ଥନ

                            1. ସ୍ଥାୟୀ ପରିଚାଳକ ନିମନ୍ତେ ସମର୍ଥନ (Support for permanent Sysop rights)--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୩୩, ୮ ଅକ୍ଟୋବର ୨୦୧୫ (UTC)reply
                            ଧନ୍ୟବାଦ ଭାଇ କିନ୍ତୁ କମ୍ୟୁନିଟି ଅଧିକ ବଡ ନହେଲେ ସେମାନେ ବୋଧେ ପର୍ମାନେଣ୍ଟ ଆକ୍ସେସ ଦେବେନି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୪୯, ୮ ଅକ୍ଟୋବର ୨୦୧୫ (UTC)reply
                            1. ସମର୍ଥନ --Jnanaranjan sahu (ମୋ ଆଲୋଚନା) ୦୪:୧୮, ୨୨ ଜାନୁଆରୀ ୨୦୧୬ (UTC)reply

                            ଭିନ୍ନମତ

                            ଶିତିକଣ୍ଠ ଦାଶ

                            ଶିତିକଣ୍ଠ ଦାଶ

                            ଆଦରର ଉଇକିଆଳି ଗଣ,

                            ବହୁତ ଦିନ ଧରି ସକ୍ରିୟ ରହିପାରିନଥିଲି । ଇତିମଧ୍ୟରେ ମୋ ପରିଚାଳକ ଅବଧି ବି ସରିଯାଇଛି । ଯଦିଓ ଉଇକିଅଭିଧାନରେ ଅଧିକାଂଶ ପରିଚାଳନା-ପୃଷ୍ଠା ଖୋଲା ରହିଛି ତେବେ ସୁରକ୍ଷା ଦୃଷ୍ଟିରୁ ଜଣେ ପରିଚାଳକ ରହିବା ଆବଶ୍ୟକ- କିଛି ଆପତ୍ତି ଜନକ କିମ୍ବା ଅନାବଶ୍ୟକ ପୃଷ୍ଠା ଲିଭାଇବା ଏବଂ ପ୍ରଧାନ ପୃଷ୍ଠା ତଥା କିଳାଯାଇଥିବା ପୃଷ୍ଠା ବଦଳାଇବା ନିମନ୍ତେ । ବିଶେଷ କେହି ଉଇକିଅଭିଧାନରେ ସକ୍ରିୟ ନଥିବାରୁ ମୁଁ ପୁନଃ ପରିଚାଳକ ହେବା ପାଇଁ ଆବେଦନ କରିଛି । ଯଦି ଅନ୍ୟ କେହି ସକ୍ରିୟ ବ୍ୟକ୍ତି ପରିଚାଳକ ହେବାପାଇଁ ଇଚ୍ଛୁକ ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୧୦, ୧୮ ନଭେମ୍ବର ୨୦୧୬ (UTC)reply

                            ସମର୍ଥନ ସମର୍ଥନ

                              1. ସମର୍ଥନ--ଆଦିତ୍ୟ (ମୋ ଆଲୋଚନା) ୧୭:୧୯, ୧୮ ନଭେମ୍ବର ୨୦୧୬ (UTC)reply
                                1. ସମର୍ଥନ ଏହି କାର୍ଯ୍ୟ ସମ୍ଭାଳିଥିବାରୁ ବ‌ହୁତ ବ‌ହୁତ ଧନ୍ୟବାଦ ।--Jnanaranjan sahu (ମୋ ଆଲୋଚନା) ୦୧:୩୨, ୧୯ ନଭେମ୍ବର ୨୦୧୬ (UTC)reply
                                  1. ସମର୍ଥନ --MKar (ମୋ ଆଲୋଚନା) ୦୩:୧୭, ୧୯ ନଭେମ୍ବର ୨୦୧୬ (UTC)reply

                                  ଭିନ୍ନମତ

                                  Result

                                  ଶିତିକଣ୍ଠ ଦାଶ

                                  ଶିତିକଣ୍ଠ ଦାଶ

                                  ଆଦରର ଉଇକିଆଳି ଗଣ,

                                  ପ୍ରାୟତଃ ସଜାଣି କାମ ବ୍ୟତୀତ, ଶବ୍ଦ ଯୋଡ଼ିବାରେ ସକ୍ରିୟ ରହିପାରିନାହିଁ । ଅନ୍ୟ କେହି ସକ୍ରିୟ ନଥିବାରୁ, ପୁନଃ ପରିଚାଳକ ହେବପାଇଁ ଆବେଦନ କରୁଛି । ମତାମତ ଦେବାପାଇଁ ଅନୁରୋଧ । ଯଦି ଅନ୍ୟକେହି ସକ୍ରିୟ-ପୁରୁଣା ଉଇକିଆଳି, ପରିଚାଳକ ହେବପାଇଁ ଆଗ୍ରହୀ ଜଣାଇବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୦୫, ୨୪ ଜାନୁଆରୀ ୨୦୧୯ (UTC)reply

                                  ସମର୍ଥନ ସମର୍ଥନ

                                  1. ସ୍ଥାୟୀ ପରିଚାଳକ ନିମନ୍ତେ ସମର୍ଥନ (Support for permanent Sysop rights) --MKar (ମୋ ଆଲୋଚନା) ୧୮:୨୮, ୨୪ ଜାନୁଆରୀ ୨୦୧୯ (UTC)reply
                                  ଧନ୍ୟବାଦ ଭାଇ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୩:୨୧, ୨୭ ଜାନୁଆରୀ ୨୦୧୯ (UTC)reply
                                  1. ସମର୍ଥନ --Bikash Ojha (ମୋ ଆଲୋଚନା) ୦୮:୫୭, ୨୭ ଜାନୁଆରୀ ୨୦୧୯ (UTC):reply
                                  ସମର୍ଥନ ପାଇଁ ଧନ୍ୟବାଦ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୩:୨୧, ୨୭ ଜାନୁଆରୀ ୨୦୧୯ (UTC)reply
                                  1. ସମର୍ଥନ --Jnanaranjan sahu (ମୋ ଆଲୋଚନା) ୦୩:୪୯, ୩୧ ଜାନୁଆରୀ ୨୦୧୯ (UTC)reply

                                  ଫଳାଫଳ