ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଜାନୁଆରୀ

ଉଇକିଅଭିଧାନ‌ରୁ

ଚପଳ

ଉଚ୍ଚାରଣ: Chapaḻa
ସ୍ତ୍ରୀ: ଚପଳା
ଶବ୍ଦ ବିନ୍ୟାସ: ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ୱା କିମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ
ସଂସ୍କୃତ - ବିଶେଷଣ

  1. କ୍ଷଣିକ
  2. ଚଞ୍ଚଳ; ତରତରିଆ
  3. ରୋଗ ଉତ୍ପାଦନକାରୀ ରାକ୍ଷାସବିଶେଷ

କ୍ରିୟା - ବିଶେଷଣ

  1. ଶୀଘ୍ର; ଚଞ୍ଚଳ