ଉଇକିଅଭିଧାନ:ବଛା ଶବ୍ଦ/୨୦୨୨/ଅକ୍ଟୋବର

ଉଇକିଅଭିଧାନ‌ରୁ

ଷଠି ଉଠିଆରି

ଉଚ୍ଚାରଣ: Shaṭhi uthiāri
ଦେଶଜ - ବିଶେଷ୍ୟ

  1. ଶିଶୁର ଜନ୍ମ ହେବାର ୬ଷ୍ଠ ଦିନ ଓ ଦ୍ୱାଦଶ ଦିନ ମାତା-ସ୍ନାନ କରି ଅନ୍ତୁଡ଼ି ଉଠିବା ଦିନଦ୍ୱୟର ଉତ୍ସବ