ଉଇକିଅଭିଧାନ:ବଛା ଶବ୍ଦ/୨୦୨୨/ଅପ୍ରେଲ

ଉଇକିଅଭିଧାନ‌ରୁ

ନମସ୍କରିବା

ଉଚ୍ଚାରଣ: Namaskaribā
ଦେଶଜ - କ୍ରିୟା (ପଦ୍ୟ)

  1. ନମସ୍କାର କରିବା

[ଉଦାହରଣ —ବିମାନ ପ୍ରଦକ୍ଷିଣ କରି, ବିଷ୍ଣୁଦୁତଙ୍କୁ ନମସ୍କରି - ଜଗନ୍ନାଥ ଦାସ, ଭାଗବତ]