ଉଇକିଅଭିଧାନ:ବଛା ଶବ୍ଦ/୨୦୨୪/ମାର୍ଚ୍ଚ

ଉଇକିଅଭିଧାନ‌ରୁ

ଘଷରା

ଉଚ୍ଚାରଣ: Ghasharā
ଶବ୍ଦ ବିନ୍ୟାସ: ସଂସ୍କୃତ - ଘୃଷ୍ ଧାତୁ
ଦେଶଜ - ବିଶେଷଣ

  1. ଘର୍ଷଣଦ୍ୱାରା କ୍ଷୟପ୍ରପ୍ତ
  2. ଯେଉଁ ମୁଦ୍ରାରୁ ଅକ୍ଷର ଓ ଛାପାଆଦି ଘଷି ହୋଇ ଲିଭ ଯାଇ ଥାଏ