ଉଚ୍ଚାଟ

ଉଇକିଅଭିଧାନ ରୁ
Jump to navigation Jump to search

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ମନସିକ ଚଞ୍ଚଳତା; ମାନସିକ ଅସ୍ଥିରତା
  • ବୈମନସ୍ୟ
  • ଉତ୍କଣ୍ଠା

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • କ୍ଷିପ୍ରପ୍ରାୟ
  • ବାତୁଳପ୍ରାୟ; ବାଉଳା
  • ଉତ୍ତେଜନା ପୁର୍ଣ୍ଣ
  • ଉତ୍ତେଜିତ
  • ଉନ୍ନତ୍ତ