ଉତ୍କଟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଅତିରିକ୍ତ; ଅତ୍ୟଧିକ
  • ତୀବ୍ର; ଅତି ପ୍ରବଳ
  • ବିଷମ; ଅସାଧ୍ୟ
  • ଭୟାନକ
  • ଉନ୍ନତ୍ତ
  • ମତ୍ତ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସତ୍ତହସ୍ତୀ
  • ଡାଲଚିନି
  • ଗର୍ବ
  • ଶର
  • ରକ୍ତେକ୍ଷୁ