ଉତ୍ତମ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଭଲ; ଉତ୍କୃଷ୍ଟ
  • ପ୍ରଧାନ
  • ଶ୍ରେଷ୍ଠ
  • ଉପାଦେୟ
  • ଚରମ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିଷ୍ଣୂ
  • ଉତ୍ତାନପାଦ ରାଜାଙ୍କର ପୁତ୍ର ଧ୍ରୂବଙ୍କର ବିମାତାଙ୍କର ପୁତ୍ର
  • ତୃତୀୟ ମନୁ

ଦେଶଜ()[ସମ୍ପାଦନା]

  • ବେଶ୍; ଭଲ; ଆଚ୍ଛା
  • ଭଲରୂପେ