ଉଦାତ୍ତ

ଉଇକିଅଭିଧାନ‌ରୁ

ବିଶେଷ୍ୟ (‌ସଂସ୍କୃତ)[ସମ୍ପାଦନା]

  • ଦାନ
  • ଦାନଶୀଳତା
  • ବେଦପାଠର ଉନ୍ନତ ସ୍ଵରବିଶେଷ
  • ବାଦ୍ୟବିଶେଷ
  • ଅର୍ଥାଳଙ୍କାରବିଶେଷ

ବିଶେଷଣ (‌ସଂସ୍କୃତ)[ସମ୍ପାଦନା]

  • ଦାତା; ଦାନଶୀଳ
  • ମହାନ୍
  • ହୃଦୟଙ୍ଗମ
  • ବିଖ୍ୟାତ
  • ଦୟାଳୁ
  • ଉଚ୍ଚୈଃସ୍ଵରବିଶିଷ୍ଟ