ଉଦାରତା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[୧][ସମ୍ପାଦନା]

  • ଉଦାର+ ଭାବ. ତା
    • ମହତ୍ତ୍ଵ; ଔଦାର୍ଯ୍ୟ
    • ସାଧୁତା
    • ଦାକ୍ଷିଣ୍ୟ; ସରଳତା
    • ଦାତୃତ୍ଵ; ବଦାନ୍ୟତା
    • ଗାମ୍ଭୀର୍ଯ୍ୟ
    • ସତପଣ; ସାଧୁତା
    • ସୌଜନ୍ୟ
    • ଦୟା
    • ଅଳଙ୍କାରବିଶେଷ(ଦ୍ରଷ୍ଟବ୍ୟ-ଏଥିରେ ନିର୍ଜୀବ ବସ୍ତୁ ପ୍ରତି ଉଦାରତା ବା ମହନତା ଆରୋପିତ ହୁଏ )
    • ଘୋଟୁଥିବା କୁହୁଡି

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୧