Jump to content

ଉଦାସ

ଉଇକିଅଭିଧାନ‌ରୁ
  • ଉତ୍= ଉପରେ+ ଆସ୍ ଧାତୁ= ବସିବା+କର୍ତ୍ତୁ. ଅ
    • ବିଷୟତୃଷ୍ଣାରହିତ; ବିଷୟବିରାଗୀ
    • ଉଦାସୀନ
    • ନିରପେକ୍ଷ
  • ନିରପେକ୍ଷତା
  • ବିଷୟବାସନା ପ୍ରତି ବିତୃଷ୍ଣା; ବିଷୟବିରାଗ; ବୈରାଗ୍ୟ
  • ନିରୁତ୍ସାହତା
  • ଉଚ୍ଚତା
  • ଉତ୍ କ୍ଷେପ(throwing up )

ବିଶେଷଣ (ଦେଶଜ)

[ସମ୍ପାଦନା]
  • ବିମର୍ଷ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା- ୯୭୧