ଉଦାସ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[୧][ସମ୍ପାଦନା]

  • ଉତ୍= ଉପରେ+ ଆସ୍ ଧାତୁ= ବସିବା+କର୍ତ୍ତୁ. ଅ
    • ବିଷୟତୃଷ୍ଣାରହିତ; ବିଷୟବିରାଗୀ
    • ଉଦାସୀନ
    • ନିରପେକ୍ଷ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ନିରପେକ୍ଷତା
  • ବିଷୟବାସନା ପ୍ରତି ବିତୃଷ୍ଣା; ବିଷୟବିରାଗ; ବୈରାଗ୍ୟ
  • ନିରୁତ୍ସାହତା
  • ଉଚ୍ଚତା
  • ଉତ୍ କ୍ଷେପ(throwing up )

ବିଶେଷଣ (ଦେଶଜ)[ସମ୍ପାଦନା]

  • ବିମର୍ଷ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ,ପୃଷ୍ଠା- ୯୭୧