ଉଦ୍ଦାଳ

ଉଇକିଅଭିଧାନ‌ରୁ

ବିଶେଷ୍ୟ(ସଂସ୍କୃତ)[୧][ସମ୍ପାଦନା]

  • ଉତ୍+ ଦଳିଧାତୁ+ ଭାବ. ଅ
    • ଧାନ୍ୟ ବିଶେଷ; ବଣ କୋଦୁଅ ( A kind of wildcorn )
    • ବହୁବାର ଗଛ; ଓଉ ( Dellenia speciosa tree and fruit )
    • କୁଢ ( A medicinal root )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୯