Jump to content

ଉଦ୍‌ଗ୍ରୀବ

ଉଇକିଅଭିଧାନ‌ରୁ

ବିଶେଷଣ(ସଂସ୍କୃତ),ପୁଂଲିଙ୍ଗ []

[ସମ୍ପାଦନା]
  • ବହୁବ୍ରୀହି ସମାସ: ଉତ୍= ଉପରକୁ ଟେକା ହୋଇଅଛି+ ଗ୍ରୀବା ଯାହାର
  • ଉଦ୍ ଗ୍ରୀବା- ସ୍ତ୍ରୀଲିଙ୍ଗ
  • ଉଦ୍ ଗ୍ରୀବତା- ବିଶେଷ୍ୟ
    • ଉତ୍କନ୍ଧର; ଯେ ବେକକୁ ଟେକିଥାଏ
    • କୌଣସି କଥାକୁ ଶୁଣିବାକୁ ଆଗ୍ରହାନ୍ଵିତ
    • ଆଶାନ୍ଵିତ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୭