ଔପଚାରିକ
ଉଇକିଅଭିଧାନ ରୁ
Jump to navigation
Jump to search
- (ଉଚାର+ସମ୍ଵନ୍ଧାର୍ଥେ.ଇକ )
- ଉପଚାର ବା ଆରୋଗ୍ୟସମ୍ଵନ୍ଧୀୟ
- ଚିକିତ୍ସାସମ୍ଵନ୍ଧୀୟ
- ସେବାସମ୍ଵନ୍ଧୀୟ; ପୂଜାଆଦି କ୍ରିୟାସମ୍ଵନ୍ଧୀୟ
- ଚିକିତ୍ସା
- ସେବା
- ଉପକରଣ
- ବ୍ୟବସାୟ
- ଆରୋପ
- ଉତ୍କୋଚ
- ସକ୍କା
- ସମ୍ମାନ
- ପୂଜା ଆଦିର ଅଙ୍ଗ
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୧୧୯୦