କଅଁଳ

ଉଇକିଅଭିଧାନ‌ରୁ
  1. କୋମଳ; ନରମା; ଯାହା ଟାଣୁଆ ନୁହେଁ; ମୁଲାଏମ୍
  2. ମଧୁର
  3. ସୁକୁମାର
  4. ନୂତନ
  5. ବିନୀତ (ବାକ୍ୟ)

ଶବ୍ଦ ବିନ୍ୟାସ[ସମ୍ପାଦନା]

  • ଦେ. ବିଣ. (ସଂ. କୋମଳ)
  • ଟାଣର ବିପରୀତ

ଅଧିକ ଦେଖନ୍ତୁ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

  • କଅଁଳ ଲୁହାକୁ ବିରାଡ଼ି କାମୁଡ଼େ