କଅଁଳାଇ କହିବା
ଦେଖଣା
କଅଁଳାଇ କହିବା —
ଉଚ୍ଚାରଣ: Kaañḻāi kahibā
মিঠেকঘাবলা
चापलुसी करना
ଦେ. କ୍ରି. (ସଂ. କୋମଳ+କଥଧାତୁ) —
୧: କୋମଳ ବଚନ କହିବା — ୧. To speak soft words.
୨: କୋମଳ ବଚନଦ୍ବାରା ସନ୍ତୁଷ୍ଟ କରିବା — ୨. To please with oily words.
୩: ଫୁସୁଲାଇବା; ଭଣ୍ଡ଼ାଇବା — ୩. To cajole; to coax.
୪: ଚାଟୁ କରିବା; ଖୋସାମଦ୍ କରିବା — ୪. To flatter.