କଙ୍କରିଳ
ଦେଖଣା
କଙ୍କରିଳ —
ଉଚ୍ଚାରଣ: Kaṅkariḻa
ସଂ. ବିଣ. (କଙ୍କର+ଯୁକ୍ତାର୍ଥେ ଇଳ) —
କଙ୍କରଯୁକ୍ତ; ଗୋଡ଼ିଆ —Gravelly.
କାହିଁ ଧୋଇ ସେହି ବର୍ତ୍ତୃ କଙ୍କରିଳ ରାଧାନାଥ, ମହେନ୍ଦ୍ରଗିରି
କଙ୍କରିଳ —
ଉଚ୍ଚାରଣ: Kaṅkariḻa
ସଂ. ବିଣ. (କଙ୍କର+ଯୁକ୍ତାର୍ଥେ ଇଳ) —
କଙ୍କରଯୁକ୍ତ; ଗୋଡ଼ିଆ —Gravelly.
କାହିଁ ଧୋଇ ସେହି ବର୍ତ୍ତୃ କଙ୍କରିଳ ରାଧାନାଥ, ମହେନ୍ଦ୍ରଗିରି