କଣ
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- ବସ୍ତୁର ଅତ୍ୟଳ୍ପ ଅଂଶ; ଲବ; ବିନ୍ଦୁ
- ରେଣୁ; ଗୁଣ୍ଡ
- ଶସ୍ୟର କ୍ଷୁଦ୍ରାଂଶ ବା କଣୀ; ଖୁଦ
- (ଅଗ୍ନି) ସ୍ଫୁଲିଙ୍ଗ
- (ଜଳ) ବିନ୍ଦୁ; ଟୋପା
- ଅରଣ୍ୟଜୀରକ; ବଣଜୀରା
- ମୁମ୍ଭୀର ମକ୍ଷିକା
- ଭଗ୍ନାଂଶ
- ଅଣୁ
- ପିପ୍ପଳୀ
- ମାର୍ଜିତ ରତ୍ନର ଗୋଟିଏ ପାଖ
ବିଶେଷ୍ୟ (ଗ୍ରାମ୍ୟ)[ସମ୍ପାଦନା]
- କୋଣ
- ଅନ୍ତଃପୁର
ସର୍ବନାମ ଓ ଅବ୍ୟୟ (ଦେଶଜ) (ସଂସ୍କୃତ:କିମ୍)[ସମ୍ପାଦନା]
- କି; କିସ; କଅଣ