କବିତା

ଉଇକିଅଭିଧାନ‌ରୁ
  1. କବିତ୍ୱ; କବିକୃତି
  2. ପଦ୍ୟ

ଶବ୍ଦ ବିନ୍ୟାସ[ସମ୍ପାଦନା]

  • ସଂ. ବି. ସ୍ତ୍ରୀ. (ସଂ. କବି+ଭାବ. ତା)

ଆହୁରି ଦେଖନ୍ତୁ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

  • କବିତା ହଦେ କରି ବାସ, ପୁରାଣ କରଇ ପ୍ରକାଶ ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ ।