କାତ ମାରିବା
ଦେଖଣା
କାତ ମାରିବା —
ଉଚ୍ଚାରଣ: Kāta māribā
লগীমারা
काँड़ी मारना
ଦେ. କ୍ରି —
ଡ଼ଙ୍ଗାକୁ ଚଳାଇବା ନିମନ୍ତେ ଡ଼ଙ୍ଗାଉପରେ ଠିଆ ହୋଇ ଜଳର ତଳ ଦେଶରେ ବାଉଁଶ ଲଗାଇ ଠେଲିବା —To propel a boat by means of a pole.
କାତ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଡଙ୍ଗାକୁ ଚଳାଇବି ପାଇଁ ଲମ୍ୱ ବାଉଁଶକୁ ଜଳାଶୟରୁ ନିମ୍ନଭୂମିରେ ଲଗାଇ ଠେସିବା