କୁକ୍ଷିଗତ

ଉଇକିଅଭିଧାନ‌ରୁ

ବିଶେଷଣ [୧][ସମ୍ପାଦନା]

  • ସଂସ୍କୃତ,କୁକ୍ଷି + ଗତ
  • ଦ୍ଵିତୀୟା ତତ୍ ପୁରୁଷ ସମାସ
    • ଉଦରଗତ ( Entered into the belly )
    • ଗର୍ଭସ୍ଥ ( In the womb )
    • ଉଦରସ୍ଥ ( Being in the belly )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୧୬୧୯